logo
add image
ଆସ ବହିଟିଏ କିଣିବା

ଆସ ବହିଟିଏ କିଣିବା

ପୁରୀ/୯/୪/୨୦୨୫/(ଆଧାର ମିଡ଼ିଆ)-ଓଡ଼ିଆ ପକ୍ଷ ପାଳନର ୯ମ ଦିବସରେ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଆସ ବହିଟିଏ କିଣିବା ଅଭିଯାନ।ଅତିରିକ୍ତ ଜିଲ୍ଲାପାଳ  ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସହକାରୀ ଜିଲ୍ଲାପାଳ ତନ୍ମୟ କୁମାର ଦାସ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅନ୍ୟାନ୍ୟ କର୍ମଚାରୀ ମାନେ ବହିଟିଏ କିଣିବା ଅଭିଯାନରେ ସାମିଲ ହୋଇଥିଲେ।

Recent Comments

Leave Comments

Top