logo
add image
ଜିଲ୍ଲା ଆଇନସେବା ପ୍ରାକରଣ ପକ୍ଷରୁ ପ୍ରତିପକ୍ଷ ଓକିଲ ମାନଙ୍କପାଇଁ ତାଲିମ କାର୍ଯକ୍ରମ

ଜିଲ୍ଲା ଆଇନସେବା ପ୍ରାକରଣ ପକ୍ଷରୁ ପ୍ରତିପକ୍ଷ ଓକିଲ ମାନଙ୍କପାଇଁ ତାଲିମ କାର୍ଯକ୍ରମ

ପୁରୀ/୧୯/୪/୨୦୧୫/( ଆଧାର ମିଡ଼ିଆ )-ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୧୯.୪.୨୦୨୫ ରିଖଦିନ ପ୍ରତିପକ୍ଷ ଓଡିଲ ମାନଙ୍କ ପାଇଁ ଦିନିକିୟା ତାଲିମ କାର୍ଯକ୍ରମ ଜିଲ୍ଲା ବିକଳ୍ପ ବିବାଦ ସମାଧାନ କେନ୍ଦ୍ରର ଦମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର, ମୁଖ୍ୟ ବିଚାରବିଭାଗୀୟ ବିଚାରପତି ଯୋଗଦେଇଥିଲେ ।
ଏହି କାର୍ଯକ୍ରମକୁ ପ୍ରାକାରଣର ସଚିବ ଶ୍ରୀଯୁକ୍ତ ଅମିତ କୁମାର ବାରିକ ଉଦ୍ଘାଟନ କରିବାସହ ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧୁକରଣ ଅଧୁନିୟମ ୧୯୮୭ରେ ଥିବା ବିଭିର୍ନ ବିଧି ବ୍ୟବସ୍ଥାର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା, ଯୋଗ୍ୟ ହିତାଧୁକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯଭୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁମାନେ ଯୋଗ୍ୟ ସେହି ବବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯକ୍ରମରେ ମୁଖ୍ୟ ବିଚାରବିଭାଗୀୟ ବିଚାରପତି Pre-Arrest, Arrest, Remand, bail ଏବଂ ଭାରତୀୟ ନ୍ୟାୟ ସଂହିତା ବିଷୟରେ ପ୍ରତିପକ୍ଷ ଓଳିଲ ମାନଙ୍କୁ ଆଲୋଚନା ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ ଏବଂ ଜେଲରେ ଥିବା ବିଚାରଧନ ଜୈଦୀ ମାନଙ୍କ ପାଇଁ କିପରି ତୋରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ ।

Recent Comments

Leave Comments

Top