logo
add image
ବରିଷ୍ଟ ଆଇନଜୀବୀ ଶ୍ରୀ ଜି,ମନମଥ ରାଓଙ୍କ ଶେଷକୃତ୍ୟ ତାଙ୍କ ଜନ୍ମଭୂମି ବିଷମ କଟକରେ ସମ୍ପୂର୍ଣ,

ବରିଷ୍ଟ ଆଇନଜୀବୀ ଶ୍ରୀ ଜି,ମନମଥ ରାଓଙ୍କ ଶେଷକୃତ୍ୟ ତାଙ୍କ ଜନ୍ମଭୂମି ବିଷମ କଟକରେ ସମ୍ପୂର୍ଣ,

ବିଷମକଟକ/୨୦/୭/୨୦୨୫/(ଆଧାର ମିଡ଼ିଆ)- ଗତ ୧୯ ତାରିଖ ସନ୍ଧ୍ୟା ପାଞ୍ଚଘଣ୍ଟା ସୟରେ ତାଙ୍କ ନିଜ ବାସଭଵନ ବିଷମ କଟକଠାରୁ ହଜାରହଜାର ଲୋକଙ୍କ ଗୋହଣରେ ତାଙ୍କମୋରଶରୀକୁ ଶୋକାକୁଳ ପରିବେଶରେ ଗେଟ ନାଳ ସୁଶାନ ଘାଟକୁ ନିଆ ଯାଇ ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପୂର୍ଣ କରାଯାଇ ଥିଲା. ପ୍ରାପ୍ତ ସୂଚନା ସେ ଦୀର୍ଘ ଆଠମାସ ହେଲା କର୍କଟ ରୋଗରେ ପୀଡିତ ହୋଇ ସୁଦୂର ହାଇଦ୍ରାବାଦର ଏକ ଘରଇ ହସ୍ପିଟାଲରେ ଚିକିଛିତ ହେଉଥିବା ଅବସ୍ଥାରେ ଗତକାଲି ତାଙ୍କର ପ୍ରାଣବାୟୁ ଉଡିଯାଇ ଥିବା ତାଙ୍କ ପରିବାର ପକ୍ଷରୁ ପ୍ରକାଶ, ସେ ବିଷମକଟକ ଓକିଲ ସଂଘର ସଭାପତି ମା, ମାର୍କମା ମହାବିଦ୍ୟାଳୟର ସମ୍ପାଦକ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଲିଗାଲ ଏଡ଼ ଭାଇଜେର ଓ ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲର ଲିଗାଲ ଏଡ଼ ଭାଇଜେର ଭାବେ କାର୍ଯ୍ୟ ରତଥିଲେ, ସେ ଜଣେ ମେଳାପୀ ଶୋଭାବର ଓ ଧର୍ମ ପରାୟଣର ବ୍ୟକ୍ତିଥିଲେ ତାଙ୍କ ଦାହ ସମୟରେ ବିଷମ କଟକଓକିଲ ସଂଘ କର୍ମକର୍ତ୍ତା ସହ ଗୁଣପୁର,ରାୟଗଡା ଓକିଲ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲାବେଳେ ବିଷମ କଟକର ବୋହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ,

Recent Comments

Leave Comments

Top