ଗୁଣୁପୁର//ରାୟଗଡା/୨୫/୭/୨୦୨୫/(ଆଧାର ମିଡ଼ିଆ )-ଆଜି ରାଜ୍ୟ ସରକାର ପୁଣିଥରେ ଆଇଏଏସ ସ୍ତରରେ ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପ୍ରଶାସନ ପାଇଁ ଜଣେ ସଦ୍ୟ ତାଲିମ ସମାପ୍ତ କରି ଫେରିଥିବା ଯୁବ ଆଇଏଏସ ଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରିଛନ୍ତି ସେ ହେଲେ ଅଭିଷେକ ଦିଲ୍ଲୀପ ଦୁଧାଲ । ପୂର୍ବରୁ ଏଠାରେ କିରଣ ଦୀପ କୌର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ତାଙ୍କୁ କଟକ ମହାନଗର ନିଗମର କମିଶନର ଭାବେ ବଦଳି କରାଯାଇଛି ।
Recent Comments