logo
add image
କୁଶଭଦ୍ରାରେ ଖର୍ଚ୍ଚହେବ ୪୦କୋଟି. (ଉପମୁଖ୍ୟମନ୍ତ୍ରୀ.)

କୁଶଭଦ୍ରାରେ ଖର୍ଚ୍ଚହେବ ୪୦କୋଟି. (ଉପମୁଖ୍ୟମନ୍ତ୍ରୀ.)

ପୁରୀ/୧୫/୯/୨୦୨୫/( ଆଧାର ମିଡ଼ିଆ ) କୁଶଭଦ୍ରା କାନ୍ଦୁଛି ପରିବାର ତରଫରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଦାବିପତ୍ର ପ୍ରଦାନ କରିବାର ୭ ଦିନ ମଧ୍ୟରେ ପ୍ରାଥମିକ ସ୍ତରରେ କୁଶଭଦ୍ରା ନଦୀକୁ ଚିରସ୍ରୋତା କରିବା ପାଇଁ୪୦ କୋଟି ଟଙ୍କା ପ୍ରଦାନ କରାଯାଇ ଥିବା ସୂଚନା ମିଳିଛି, ଏହା ପୂର୍ବରୁ ବଳଙ୍ଗା ନିମାପଡା ରାସ୍ତା.କୁଶଭଦ୍ରା ନଦୀ ଉର୍ନ୍ନର ଉଦ୍ଧାର ପାଇଁ ଅବହେଳିତ ଥିବା ବିଭିନ୍ନ ସଂଗଠନ ଓ ଜନସାଧାରଣରେ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସରକାର ଉଭୟ କାର୍ଯ୍ୟପାଇଁ ୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି.ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ନିମାପଡା ବଳଙ୍ଗା ବାସି ଜଣାଇ ଛନ୍ତି.ନଦୀ ବ୍ରିଜ ସଫେଇ କାର୍ଯ୍ୟକ୍ରମ କରିଥିଲେ ଏଥିରେ
ଆବାହକ-ନିଗମାନନ୍ଦ ସହୂ,ସଂଯୋଜକ-ବିକାଶ ଚନ୍ଦ୍ର ବାରିକ,ଦର୍ପଣରାୟନ ସାହୁ,ନିରଞ୍ଜନ ସାହୁ,ଶ୍ୟାମ ସୁନ୍ଦର ମିଶ୍ର, ଦିଲଜିତ ଶ୍ରୀରାଜ,ସାଧୁ ଚରଣ ଦାସ,ଶରତ ଚନ୍ଦ୍ର ସେନାପତି,ଶୁଭ୍ରକାନ୍ତ ପଟ୍ଟନାୟକ,ଭାଗି ରଥୀ ଓଝା ଓ ଅନ୍ୟମାନେ।

Recent Comments

Leave Comments

Top