logo
add image
ବିଶ୍ୱ ମାନବାଧିକାର ଦିବସ ପାଳନ.

ବିଶ୍ୱ ମାନବାଧିକାର ଦିବସ ପାଳନ.

ପିପିଲି/୧୦/୧୨/୨୦୨୫/( ଆଧାର ମିଡ଼ିଆ ) ବୁଧବାର ଦିନ ପିପିଲି ଦେୱାନୀ ସହକାରୀ ଦୌରା ଜଜ କୋର୍ଟରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଛି. ଏଥିରେ ଦେୱାନୀ ସହକାରୀ ଦୌରା ଜଜ ତଥା ତାଲୁକ ଲିଗାଲ କମିଟି ଅଧକ୍ଷ ଶ୍ରୀଯୁକ୍ତ ବିଶେଷ କୁମାର ସାହୁ ଯୋଗ ଦେଇଥିବା ବେଳେ ପିପିଲି ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ସ୍ୱାଇଁ ଉପସ୍ଥିତ ରହିଥିଲେ.ବରିଷ୍ଠ ଆଇନ ଯିବି ରଶାନ୍ତ କିଶୋର ପରିଡା.ଶିବ ପ୍ରସାଦ ସାହୁ. ରିଟନର ଅନିଲ କୁମାର ଦାସ. ସୂର୍ଯ୍ୟନାରାୟ ନାୟକ. ଶିବ ସୁନ୍ଦର ଜେନା. ମୋହରିର. ଉଭୟ କୋର୍ଟର କର୍ମଚାରୀ ଏବଂ ମହକିଲ ମାନେ ଉପସ୍ଥିତ ଥିବାବେଳେ ଅଧ୍ୟକ୍ଷ ଶ୍ରୀ ସାହୁ ସମସ୍ତ ମାନବଧିକାର ଆଇନ ପ୍ରଣୟନ ସମ୍ପର୍କ ଉପରେ ଆଲୋକ ପାତ କରିଥିଲେ. ଏହି କାର୍ଯ୍ୟକ୍ରମକୁ ପିପିଲି ଓକିଲ ସଂଘର ଆଇନ ଯିବି ଶଙ୍କର୍ଷଣ ପ୍ରଧାନ ପରିଚାଳନା କରିଥିଲେ.

Recent Comments

Leave Comments

Top