ଢେଙ୍କାନାଳ/ଓଡାପଡା/୨୬/୦୧/୨୦୨୬/(ଆଧାର ମିଡ଼ିଆ)-ସମଗ୍ର ଭାରତ ବର୍ଷର ପୁରପଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିବାବେଳେ ଓଡାପଡା ତହସିଲ ଅଧିନସ୍ଥ ବଳରାମ ପ୍ରସାଦ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି!ସମ୍ମାନୀତ ଅତିଥି ଭାବେ ବଳରାମ ପ୍ରସାଦ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଧୀର,ଏଫ ଇ ଏସ ଢେଙ୍କାନାଳର କର୍ମୀ ଯୋଗ ଦେଇଥିଲେ। ଜାତୀୟ ପତାକା ଉତ୍ତୋଳନ,ଜାତୀୟ ସଂଗୀତ ଗାନ,ସାଧାରଣତନ୍ତ୍ର ଦିବସ ର ସ୍ମୃତି ଚାରଣ କରାଯାଇଥିଲା!ରାଜସ୍ବ ନିରୀକ୍ଷକ ଶ୍ରୀଯୁକ୍ତ ନିଶିକାନ୍ତ ପାତ୍ର ଭୂ-ଅଧିକାର ଆଇନ ସମ୍ପର୍କରେ ସଚେତନ କରାଇଥିଲେ। ସ୍ଥାନୀୟ ଯୁବକ ଓ ରାଜସ୍ବନିରୀକ୍ଷକ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।
Recent Comments