ପିପିଲି/୧୬/୨/୨୦୨୬/(ଆଧାର ମିଡ଼ିଆ)-ଶନିବାର ଦିନ ଭୋର ସମୟରେ ଭାର୍ଗବୀ ନଦୀ କୂଳରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି.ବୁଦ୍ଧାଜଣକ ହେଉଛନ୍ତି ସରସ୍ବତୀପୁର ପଞ୍ଚାୟତ ବନମାଳୀପୁର ଗ୍ରାମର ଶ୍ୟାମସୁନ୍ଦର ଜେନା.ଶ୍ୟାମ ସୁନ୍ଦର ସବୁଦିନ ସକାଳ ସମୟରେ ଶୌଚପାଇଁ ଭାର୍ଗବୀନଦୀକୁ ଯାଇଥାନ୍ତି. ଆଜି ସକାଳ ସମୟରେ ଯାଇ ଥିବାବେଳେ କୌଣସି କାରଣ ବଶତଃ ମୃତ୍ୟୁ ହୋଇ ଥିବାବେଳେ ତାଙ୍କର ମରଶରୀର ନଦୀ ପାଣିରେ ପଡି ଥିଲା. ଯାହାକି ଗ୍ରାମର କିଛି ଲୋକ ଶୌଚ ହେବା ପାଇଁ ଯାଉ ଥିବା ବେଳେ ଶ୍ୟାମ ସୁନ୍ଦରଙ୍କ ମୃତ ଶରୀର ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ.
Recent Comments