କଟକ/୦୧/୦୩ /୨୦୨୬/(ଆଧାର ମିଡ଼ିଆ)-ଗୋପବନ୍ଧୁ ନଗର ସ୍ଥିତ ସାଇଇଣ୍ଟି ଗ୍ରେଟେଡ ପବ୍ଲିକସ୍କୁଲର ସାଇ ସ୍ପ୍ରିଂ ଫେଷ୍ଟ ଅନୁଷ୍ଠିତ ହୋଇ ଯାଇଛି। ଚେୟାର ମ୍ୟାନ ଶ୍ରୀଯୁକ୍ତ ସୁବ୍ରତ କୁମାରମିଶ୍ରଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତହୋଇଥିଲା।ବାରବାଟି କଟକର ମାନ୍ୟବର ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦେଷ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଶ୍ରୀମତୀ ସରସ୍ବତୀ ନାୟକ ଅନ୍ୟତମ ଅତିଥ୍ ଭାବରେ ଯୋଗ ଦେଇଥିଲେ।ମୁଖ୍ୟ ଅତିଥ୍ ଭାବରେ ଶ୍ରୀମତୀ ଫ୍ରିଦୋଷ ତାଙ୍କ ଅଭିଭାଷଣରେ ଶିକ୍ଷା ସମାଜର ଏକ ଅପରିହାର୍ଯ୍ୟ ଅଙ୍ଗ ।ପ୍ରଚେଷ୍ଟା ଓ ଅଧ୍ୟବସାୟ ଗୋଟିଏ ଛାତ୍ରର ଭବିଷ୍ୟତ ତିଆରି କରେ। ବୌଦ୍ଧିକ ବିକାଶ ସହ ସାମଗ୍ରିକ ବିକାଶ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ସ୍କୁଲର ପ୍ରିନିସିପାଲ ଶ୍ରୀମତୀ ଗୀତାଞ୍ଜଳି ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।ସ୍ମରଣିକା ମାଡମ, ଅତଉର ସାର, ସ୍ବାଗତିକା ବେହୁରା ଶୃଙ୍ଖଳା ରକ୍ଷା କରିଥିଲେ। କାଜଲ ସାହୁ, ଅନୁପମା ମିଶ୍ର, ସୁଚିସ୍ମିତା ବେହେରା,ସୋନୁ ବେହେରା, ପୂର୍ଣ୍ଣିମା ବେହୁରା, ମୋନାଲିସା ମହାନ୍ତି, ପୁଷ୍ପା ମହାରଣା,ଅର୍ପିତା,ତରାଇନ, ଜନ୍ମଜୟ ବାରିକ,ଭାରତୀ ମାଲିକ,କୁନି ମାଉସୀ ଇତ୍ୟାଦି କାର୍ଯ୍ୟ ପରିଚାଳନାରେ ସାହାଯ୍ୟ କରିଥିଲେ।
Recent Comments