logo
add image
ଉତ୍ତମ ରେ ନୂତନ ପ୍ରାଥମିକ କୃଷି ସେବା ସମବାୟ ସମିତି ଅସ୍ଥାୟି କାର୍ଯ୍ୟାଳୟ ଉଦଘାଟିତ ।

ଉତ୍ତମ ରେ ନୂତନ ପ୍ରାଥମିକ କୃଷି ସେବା ସମବାୟ ସମିତି ଅସ୍ଥାୟି କାର୍ଯ୍ୟାଳୟ ଉଦଘାଟିତ ।

ଅମ୍ବାଭୋନା,୨୮/୧୦/୨୦୨୪(ଆଧାର ମିଡ଼ିଆ )ବରଗଡ ଜିଲ୍ଳା ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଉତ୍ତମ ଗ୍ରାମ ରେ ଆଜି ନୂତନ ପ୍ରାଥମିକ କୃଷି ସେବା ସମବାୟ ସମିତି ର ନୂତନ ଅସ୍ଥାୟି  କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଅମ୍ବାଭୋନାବ୍ଳକ ଅଧ୍ୟକ୍ଷ କିର୍ତ୍ତିଚନ୍ଦ୍ର ଦୁଆନ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଉତ୍ତମ ଗ୍ରାମପଞ୍ଚାୟତ ସରପଞ୍ଚ ହୀରାଧର ସାହୁ, କୃଷି ସମବାୟ ସମିତିର ସଂପାଦକ ପ୍ରଫୁଲ୍ଲ ସାହୁ ଯୋଗଦାନ କରିଥିଲେ।ସେଠାରେ ପ୍ରକାଶ ଭୋଇ,ଅଜିତସା,ସୋମନାଥ ସାହୁ,ବଂଶଲୋଚନ ରଞ୍ଜନ,ଯୁଧିଷ୍ଠିର ନେତ୍ରା,ସିତେଶ,ଗୋପାଳ ଦୁଆନ,ଟଙ୍କଧର,ମହେନ୍ଦ୍ର ଅଗ୍ରୱାଲ ଏବଂ ବିଭିନ୍ନ ଗ୍ରାମ ର ସ୍ବୟଂସହାୟକ ଗୋଷ୍ଠି ମହିଳା ଉପସ୍ଥିତ ହୋଇଥିଲେ।

Recent Comments

Leave Comments

Top