ନୂଆପଡା/୨୧/୦୯/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ତାଙ୍କ ଦ୍ବାରା ବିଧାୟକଙ୍କ ଶର୍ଦ୍ଧାସୁମନ ଅର୍ପଣ କରିଥିଲେ। ସଭାରେ ତାଙ୍କ ସ୍ମୃତି ଚାରଣ କରିଛନ୍ତି। ତାଙ୍କ ପରିବାରଙ୍କୁ ସାକ୍ଷାତକରି ଥିଲେ। ନୂଆପଡ଼ା ବିଧାନସଭାରେ ୪ଥର ସେ ବିଧାୟକ ହୋଇ ସମାଜ ସେବାରେ ନିଜକୁ ନିୟୋଜନ କରି ନୂଆପଡ଼ା ଜିଲ୍ଲାର ବିକାଶ ପାଇଁ ଜୀବନକୁ ଉସର୍ଗୀକୃତ୍ କରିଥିଲେ।
Recent Comments