logo
add image
ସରକାରଙ୍କ ଆୟୁସ୍ମାନ ଯୋଜନାରେ ହରିଆଣାରେ ଚିକିସ୍ଛା ମିଳିବନାହିଁ.(ଘରୋଇ ମହାସଂଘ )

ସରକାରଙ୍କ ଆୟୁସ୍ମାନ ଯୋଜନାରେ ହରିଆଣାରେ ଚିକିସ୍ଛା ମିଳିବନାହିଁ.(ଘରୋଇ ମହାସଂଘ )

ଭୁବନେଶ୍ୱର/ଓଡିଶା/ ୨୯/୦୧/୨୦୨୫/ (ଆଧାର ମିଡ଼ିଆ )-ପାଠକବନ୍ଧୁ ଆଧାର ମିଡ଼ିଆକୁ ଆପଣମାନଙ୍କୁ ସ୍ୱାଗତ.ଆଜି ଆମ୍ଭେ ଆପଣମାନଙ୍କୁ ଏକ ବଡ଼ ଖବର ଦେବାକୁ ଯାଉଛୁ.ବିଜେପି ସରକାର ତାଙ୍କର ନୂଆଯୋଜନାରେ ଆୟୁସ୍ମାନ ଯୋଜନା ଯୋଡ଼ିଥିଲେ.ଯାହାକି ଲୋକମାନେ ଇନ୍ସୁରାନ୍ସ ମାଧ୍ୟମରେ ଅର୍ଥାତ ଆୟୁସ୍ମାନ ଯୋଜନାରେ ଲୋକମାନେ ଘରୋଇ ହସ୍ପିଟାଲରେ ଚୁକ୍ତିବଧ ଇନ୍ସୁରାନ୍ସ ଜରିଆରେ ସେବା ପାଇପାରିବେ.ଯାହାକି ଗତ ୨୦୧୯ ପରେ ହରିଆଣାରେ ଲାଗୁକରାଯାଇଥିଲା.କିନ୍ତୁ ବିଗତ ୫ବର୍ଷ ଧରି ଯେଉଁ ଘରୋଇ ହାପିଟାଲ ଅର୍ଥାତ ହରିଆଣାର ୬ଶହ ୨୩ ହାପିଟାଲ ସରକାରଙ୍କ କଥା ହିସାବରେ ସେବା ଯୋଗାଇ ଆସୁଥିଲେ.କିନ୍ତୁ ଏକ ବିଡମ୍ବନାର ବିଷୟ ଏହିକିଯେ ଘରୋଇ ୬ଶହ ୨୩ ହସ୍ପିଟାଲର ୪ଶହ ୯୩ କୋଟିଟଙ୍କା ଏ ପର୍ଯ୍ୟନ୍ତ ମିଳିପାରିନାହିଁ.ଘରୋଇ ହସ୍ପିଟାଲ ମହାସଂଘର ସଭାପତି କହିବା ହିସାବରେ ସରକାର ଦେଇଥିବା କଥା ଆମ୍ଭେ ରକ୍ଷାକରି ସେବା ଯୋଗାଇଦେଇଛୁ କିନ୍ତୁ ଆଉ ଉକ୍ତସେବା ଦିଆଯିବନାହିଁ ବୋଲି ମହାସଂଘ ରୋକଠୋକ ନାହିଁ କରିଦେବାରୁ ସରକାରଙ୍କର ପେଡି ଖୋଲିଯାଇଛି.ଏହାର ବିରୋଧରେ ଓଡ଼ିଶାର ମହିଳା ମହାସଂଘ ସ୍ୱର ଉଠାଇବାରେ ଦେଖିବାକୁ ମିଳିଛି.

Recent Comments

Leave Comments

Top