logo
add image
ସମ୍ବଲପୁରରେ ସିଭିଲ ଡିଫେନ୍ସ ମୋକଡ୍ରିଲ.

ସମ୍ବଲପୁରରେ ସିଭିଲ ଡିଫେନ୍ସ ମୋକଡ୍ରିଲ.

ସମ୍ବଲପୁର/୦୭/୦୫/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ -ସୁନିଲ କୁମାର ନାଥ)-ସମ୍ବଲପୁର ସିଟି ମଲ ସେଣ୍ଟରରେ ଆଜି ସିଭିଲ ଡିଫେନ୍ସ ମୋକଡ୍ରିଲ ଅନୁଷ୍ଠିତ ହୋଇଯାଇଛି l ଏହି ମୋକଡ୍ରିଲ ଠିକ ୪ ଟାରେ ଅନୁଷ୍ଠିତ ହୋଇଥିଲା l ମୋକଡ୍ରିଲ ସମୟରେ ୩ ଥର ସାଇରନ ବାଜିଥିଲା l ପ୍ରଥମ ସାଇରନରେ ମଲରେ ଥିବା ଲୋକମାନେ ନିଜକୁ କିପରି ସୁରକ୍ଷିତ ରଖିବେ ସେନେଇ କୁହାଯାଇଥିଲା l ଦ୍ୱିତୀୟ ସାଇରନ ସମୟରେ ମେଡିକାଲ ଟିମ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇଥିଲା l ଏହାପରେ ତୃତୀୟ ସାଇରନରେ ଅଗ୍ନିଶମ ବିଭାଗ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ lଯଦି ଯୁଦ୍ଧହୁଏ ତାହେଲେ ସାଧାରଣ ଲୋକ କିପରି ନିଜକୁ ବଞ୍ଚାଇ ପାରିବେ ସେନେଇ ଏହି ମୋକଡ୍ରିଲ କରାଯାଇଥିଲା l

Recent Comments

Leave Comments

Top