logo
add image
ଜାତୀୟ ପଲ୍ଲୀଶ୍ରୀ ମେଳା ୨୦୨୫ ଉପଲକ୍ଷେ ଅସ୍ଥାୟୀ ଆଇନ ସେବା କେନ୍ଦ୍ରର ଉଦ୍ଘାଟନ

ଜାତୀୟ ପଲ୍ଲୀଶ୍ରୀ ମେଳା ୨୦୨୫ ଉପଲକ୍ଷେ ଅସ୍ଥାୟୀ ଆଇନ ସେବା କେନ୍ଦ୍ରର ଉଦ୍ଘାଟନ

ପୁରୀ/୨୮/୬/୨୦୨୫/( ଆଧାର ମିଡ଼ିଆ)-ରିପୋର୍ଟ ଆଜି ଓଡ଼ିଶା ଭଚ ନ୍ୟାୟାଳୟର ବିଚାରପତି ମାନ୍ୟବର ନ୍ୟାୟମୂର୍ତି ତଥା ରାଜ୍ୟ ଆଲନ ଦେବା ପ୍ରାକରଣର କାର୍ଯ୍ୟନିର୍ବାହୀ ଅଧକ୍ଷ ଶ୍ରୀ ସଂତମ କୁମାର ସାହୁ, ରତ ନ୍ୟାୟାଳୟର ମାନ୍ୟବର ବିଭାରପତି ନ୍ୟାୟପୁର୍ତି ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜରା ଷଡଙ୍ଗୀ ପୁରୀ ସହର ବେଳଭୂମିଠାରେ ଆୟୋଜିତ ଜାତୀୟ ପଲ୍ଲୀଶ୍ରୀ ମେଳା ୨୦୨୫ ଉପଲକ୍ଷେ ଏକ ଅସ୍ଥାୟୀ ଆଇନ ସେବାକେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ପବିତ୍ର ଘୋଷ ଯାତ୍ରା ସମୟର ବହୁଳ ଜନସମାଗମକୁ ଦୃଷ୍ଟିରେ ରଖି ଏହି ଆଇନ ସହାୟତା କେନ୍ଦ୍ରଟିକୁ ଖୋଲାଯାଇଛି ଏବଂ ଏହା ପଲ୍ଲୀଶ୍ରୀ ମେଳା ଉଦ‌ଯାପନ ଯାଏ ଲୋକଙ୍କୁ ବିଭିର୍ନ ଆଇନ ଗତ ସେବା ଦେବବୋଲି ସୂଚନା ମିଳିଛି ।
ରାଜ୍ୟ ଆଇନ ସେବା ପ୍ରାକରଣର ତତ୍ତ୍ୱାବଧାନରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାକରଣ ଏହି କେନ୍ଦ୍ରଟିକୁ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ଥାପିତ କରିଛି। ଏହି କେନ୍ଦ୍ର ମାଧମରେ ପବିତ୍ର ଘୋଷଯାତ୍ରା ସମୟରେ ଆସୁଥିବା ବହୁ ପର୍ଯଟକ ଏବଂ ସ୍ଥାନୀୟ ଲୋକଙ୍କୁ ମାଗଣା ଆଇନ ସେବା ଓ ପରାମର୍ଶ ଯୋଗାଇ ଦିଆଯିବା ପାଇଁ ମାନ୍ୟବର ବିଚାରପତି ମତ ପୋଷଣ କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାକରଣ ପୁରୀ ତରଫରୁ ଏହି କେନ୍ଦ୍ରରେ ନ୍ୟାୟରକ୍ଷକ ଏବଂ ଅକାରୀ ମିତ୍ରଙ୍କୁ ମାଗଣା ଓ ନିରବଛିନ ଆଇନ ସେବା ଯୋଗାଇ ଦେବା ପାଇଁ ନିଯୋଜନ କରାଯାଇଛି।
ଏହି ଭକ୍ତିପୂତ ପରିବେଶରେ ଅସଂଖ୍ୟ ପର୍ଯଟକଙ୍କ ଆଗମନର ସୁଯୋଗ ନେଇ ନିଶୁଳ୍କ ଆଇନ ସେବା ତଥା ଆଇନ ଗତ ବିବାଦର ବିଭିର୍ନ ସମାଧାନର ବିଭିର୍ନଉପାୟ ଗୁଡିକର ପ୍ରଚାର ଓ ପ୍ରସାର ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ଆଇନ ସେବା ପ୍ରାକରଣ ତରଫରୁ ଆଗଛୁକ ମାନଙ୍କୁ ଜାତୀୟ ଆଇନ ସେବା ପ୍ରାକରଣ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ଯୋଜନା, ସାମ୍ବିଧାନିକ ଅଧିକାର ଏବଂ ଅନ୍ୟାନ୍ୟ ଆଇନ ସେବା ସମ୍ବନ୍ଧୀୟ ପ୍ରଚାର ପତ୍ରମାନ ବାଣ୍ଟି ଥିଲେ ।
ସମାଜର ସମସ୍ତ ବର୍ଗର ଲୋକଙ୍କ ପାଇଁ ମାଗଣା ଓ ତୁରିତ ନ୍ୟାୟ ଆମର ଲକ୍ଷ୍ୟ ବୋଲି ମାନ୍ୟବର ନ୍ୟାୟମୂର୍ତି ମତପୋଷଣ କରିଛନ୍ତି । ଏହି ଉତ୍ପାଟନରେ ଦୁଇ ଜନ ହିତାଧୁକାରୀଙ୍କୁ ବିଧବା ଭତ୍ତା ଓ ଦୁଇ ଛାତ୍ରୀଙ୍କୁ ପାଠ୍ୟକ୍ରମ ପାଇଁ ଛାତ୍ରବୃତି ପ୍ରଦାନ କରାଯାଇଅଛି । ଆଜିର ଏହି କାର୍ଯକ୍ରମରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ, ଉପସଚିବ, ସହସଚିବ, ପୁରୀ ଜିଲ୍ଲା ଆଇନ ସେବା ପ୍ରାକରଣର ଅଧକ୍ଷ୍ୟା, ପୁରୀ ଜିଲ୍ଲା ଆଇନ ସେବା ପ୍ରାକରଣର ସଚିବଙ୍କ ସମେତ ଜିଲ୍ଲା ଅଦଳତାର ସମସ୍ତ ବିଚାରପତି ଗଣ ଓ ଜିଲ୍ଲା ଆଇନ ସେବା ପ୍ରାକରଣର କର୍ମଚାରୀବୃନ୍ଦ, ନ୍ୟାୟରକ୍ଷକ ଏବଂ ଅଧୁକାରୀ ମିତ୍ର ଉପସ୍ଥିତ ରହିଥିଲେ I

Recent Comments

Leave Comments

Top