logo
add image
ବନମହୋତ୍ସବ ଉପଲକ୍ଷେ ଚାରାରୋପଣ କାର୍ଯକ୍ରମ

ବନମହୋତ୍ସବ ଉପଲକ୍ଷେ ଚାରାରୋପଣ କାର୍ଯକ୍ରମ

ପୁରୀ/୩/୭/୨୦୨୫/ (ଆଧାର ମିଡ଼ିଆ )-ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର  ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ  ନିର୍ଦେଶ ଅନୁଯାଇ ତା ୩.୭.୨୦୨୫ ରିଖରେ ବନ ମହୋତ୍ସବ ଉପଲକ୍ଷେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ପେଣ୍ଠକଟା ପରିସରରେ ଚାରାରୋପଣ କରାଯାଇଅଛି  I ଆଜିର ଏହି କାର୍ଯକ୍ରମକୁ ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ପରିଚାଳନା କରିଥିଲେ । ଆଜିର ଏହି କାର୍ଯକ୍ରମରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଉପକୂଳପତି ଶ୍ରୀ ଜି ଏସ ଭି Dattatreya Murthy ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଚାରାରୋପଣ   କାର୍ଯକ୍ରମରେ ଜିଲ୍ଲା ନ୍ୟାୟଳୟର ବିଚାରପତିଗଣ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛତ୍ରୀଗଣ  ଉପସ୍ଥିତ ଥିଲେ। ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଚରାରୋପଣ କରିବା ସହ ପ୍ରକୃତିର ସରଂକ୍ଷଣ  କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

Recent Comments

Leave Comments

Top